ଓଡ଼ିଶାରେ ମୁକ୍ତିଲାଭ କରିଥିବା ୫ଟି ସିନେମାର କର ଫେରସ୍ତ ହେବାକୁ ନିଷ୍ପତ୍ତି ହୋଇଛି । ୩ ହିନ୍ଦୀ ସିନେମା ସମେତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓ ‘ଡେଲିଭରୀ ବଏ’ ସିନେମାକୁ ମିଳିବ ପ୍ରତିପୂରଣ ରାଶି ।ଏନେଇ ସିଟି ଜିଏସଟି କମିଶନର ଓ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଆକ୍ସନ । କମିଟିର ରିପୋର୍ଟ ଆସିବା ପରେ ୪ ଅଧିକାରୀ ସସ୍ପେଣ୍ଡJune 26, 2026
ଚୌଦ୍ବାର ସର୍କଲ ଜେଲରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣାରେ ନୂଆ ମୋଡ଼।ଡିଜି ଓ ଜେଲ୍ ଅଧୀକ୍ଷକଙ୍କ ନାଁରେ ଏତଲା ଦେଲେ ସାଂସଦJune 26, 2026
୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀJune 26, 2026
ପାଠ୍ୟପୁସ୍ତକ ତ୍ରୁଟି ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରି ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନJune 26, 2026